ବହଳିଆ ଡାଲିକୁ ଚିକେନ

0 239

ସଂକ୍ଷେପରେ ଖବର ଆଜିର ତାରିଖ ୧୨/୦୫/୨୦, ମଙ୍ଗଳବାର
୧-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ।
୨-କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ହସପିଟାଲରୁ ଡିସଚାର୍ଜ ପରେ ଘରେ ୧୪ ଦିନ କ୍ୱାରେଣ୍ଟିନ୍ରେ ରହିବେ।
୩-ଦୂରଦର୍ଶନରେ ଚାଲିଛି ଦଶମ ଶ୍ରେଣୀ ପାଠପଢ଼ା,୧୨ଜୁନକୁ ବଢ଼ିଲା ପ୍ରସାରଣ ଅବଧି,ଦିନକୁ ଦୁଇଟି କ୍ଲାସ୍।
୪-ମେ ୨୦ ରୁ ୬୦ କେନ୍ଦ୍ରରେ ହେବ ମାଟ୍ରିକ ମୁଲ୍ୟାୟନ, ୨ଟି ସିଫ୍ଟରେ ହେବ ଖାତା ଦେଖା।ମୂଲ୍ୟାୟନ ପାଇଁ ୬ ହଜାର ଶିକ୍ଷକ ନିଯୁକ୍ତ।
୫-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍:\’ବହଳିଆ ଡାଲିକୁ ଚିକେନ, ୨୧ ଦିନ କଣ ୩୦ ଦିନ କହିଲେ ବି ରହିବୁ\’-କ୍ୱାରେଣ୍ଟିନ ଅନ୍ତେବାସୀ ।
୬-ପାଣିପାଗ:ରାଜ୍ୟରେ ଗରମ ଜାରି ରହିବ। କନ୍ଧମାଳ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା।
୭-ଟ୍ରକରେ ଭର୍ତ୍ତିହୋଇ ହାଇଦ୍ରାବାଦରୁ ବାଲେଶ୍ୱର ଆସିଲେ ଶ୍ରମିକ,ସହରରେ ପ୍ରବେଶ କରିବା ବେଳେ ଧରିଲା ପୁଲିସ, ସ୍ୱତନ୍ତ୍ର ଗାଡି କରି ସଙ୍ଗରୋଧ ଗୃହକୁ ପଠାଇ ଦେଲା ପ୍ରଶାସନ।
୮-ଓଡ଼ିଶାରେ କରୋନାର ଗତି : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪ ଗଞ୍ଜାମରେ ସର୍ବାଧିକ ୧୫୪, ୮୫ ସୁସ୍ଥ, ୩୭ ନୂଆ ଆକ୍ରାନ୍ତ ଚିହ୍ନଟ।
୯-ମାଲକାନଗିରି:ମେଗାଷ୍ଟାର ଚିରଞ୍ଜୀବଙ୍କ ମୁହଁରେ ଓଡ଼ିଆ SI ଶୁଭଶ୍ରୀ ଭବାନୀ ନାୟକଙ୍କ ପ୍ରଶଂସା।ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ଚିରଞ୍ଜୀବ।
୧୦-ଭୁବନେଶ୍ୱର AIIMS ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ ରଖାଗଲା କ୍ବାରେଣ୍ଟାଇନରେ, ମହାରାଷ୍ଟ୍ରର ପଜେଟିଭି ଟ୍ରକ ଡ୍ରାଇଭରଙ୍କୁ କରିଥିଲେ ଚିକିତ୍ସା।
୧୧-କିଟ୍ ବିଶ୍ୱବିଦ୍ୟାଳୟ:ଚଳିତବର୍ଷ ୧୯୫ରୁ ଊର୍ଦ୍ଧ୍ୱ କମ୍ପାନୀ, ବି.ଟେକ୍ ଶେଷ କରୁଥିବା ୩୫୦୦ ଜଣଙ୍କୁ ୪୩୭୯ ରୁ ଅଧିକ ଚାକିରି ପ୍ରଦାନ କରିବାକୁ ଯାଉଛନ୍ତି।
୧୨-ମାତ୍ର ୫୦୦ ଟଙ୍କାରେ ମିଳିବ କରୋନା ଟେଷ୍ଟିଂ କିଟ୍, ICMR ଦେଲା ସ୍ୱୀକୃତି, ସରକାର ଚାହିଁଲେ କରିହେବ ଦିନକୁ ୩ ଲକ୍ଷ ଟେଷ୍ଟ।
୧୩-ବୁଧବାରରୁ ଦୈନିକ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍,୯୦ ମିନିଟ୍ ପୂର୍ବରୁ ପହଞ୍ଚିବେ ଯାତ୍ରୀ, କନଫର୍ମ ଟିକଟ ନ ଥିଲେ ପ୍ଲାଟଫର୍ମରେ ପ୍ରବେଶ ମନା।

Leave A Reply

Your email address will not be published.