ବାଜିଲା ନିର୍ବାଚନୀ ବିଗୁଲ୍

0 356

ଭୁବନେଶ୍ବର,୨୬/୨(ଏସଏସନିୟୁଜ) ନିର୍ବାଚନୀ ପାଇ ବାଜିଲା ବିଗୁଲ୍ !୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି ଓ ମେ ୨ରେ ଏହାର ଫଳାଫଳ ମିଳିବ ବୋଲି ଜଣାପଡିଛି !!
ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ
ପ୍ରଥମ ପର୍ଯ୍ୟାୟ –
ନାମାଙ୍କନ- ମାର୍ଚ୍ଚ ୨
ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୯
ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୦
ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୨
ନିର୍ବାଚନ ତାରିଖ- ମାର୍ଚ୍ଚ ୨୭
ଫଳାଫଳ ଘୋଷଣା-ମେ ୨
ଦ୍ବିତୀୟ ପର୍ଯ୍ୟାୟ –
ନାମାଙ୍କନ- ମାର୍ଚ୍ଚ ୫
ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୨
ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୭
ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୯
ନିର୍ବାଚନ ତାରିଖ- ଏପ୍ରିଲ ୧
ଫଳାଫଳ ଘୋଷଣା-ମେ ୨
ତୃତୀୟ ପର୍ଯ୍ୟାୟ –
ନାମାଙ୍କନ- ମାର୍ଚ୍ଚ ୧୨
ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯
ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮
ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୭
ନିର୍ବାଚନ ତାରିଖ- ଏପ୍ରିଲ ୬
ଫଳାଫଳ ଘୋଷଣା-ମେ ୨

ପଶ୍ଚିମବଙ୍ଗର ମୋଟ୍ ୨୯୪, ତାମିଲନାଡୁର ୨୩୨, କେରଳର ୧୪୦, ଆସାମର ୧୨୬ ଏବଂ କେନ୍ଦ୍ରଶାସୀତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ସିଟ୍ ପାଇଁ ହେବ ନିର୍ବାଚନ । ମୋଟ ୮୨୪ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍‌ରେ ଭୋଟ୍ ଦେବେ ମୋଟ୍ ୧୮ କୋଟିରୁ ଅଧିକ ମତଦାତା ।

Leave A Reply

Your email address will not be published.