ବଜ୍ରାଘାତରେ ୩ମୃତ

0 173

ବାଲେଶ୍ୱର,୭/୮(ଏସଏସନିୟୁଜ)ବିଲରେ କାମ କରି ଫେରୁଥିବାବେଳେ ବଜ୍ରାଘାତ ହୋଇଥିଲା ।ଏଥିରେ ପୂର୍ଣ୍ଣିମା ସିଂ ,ପାନ ମାଝୀ.ସାବିତ୍ରୀ କିସ୍କୁ ନାମକ ୩ଜଣ ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟଆହତ ମହିଳାମାନଙ୍କୁ ଜଳେଶ୍ୱର ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।

Leave A Reply

Your email address will not be published.