ବଳ ଦେଖାଇବ ବାୟୁସେନା

0 200

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ଆଜି ୯୦ତମ ବାୟୁସେନା ଦିବସ ।ଏହି ଅବସରରେ ୮୦ରୁ ଅଧିକ ବାୟୁସେନା ଲଢ଼ୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ୍‌ କରିବାକୁ ଥିବା ବେଳେ , ଅନେକ କିଛି ପ୍ରଥମଥର ହେବାକୁ ଯାଉଛି।୯୦ ବର୍ଷରେ ଭାରତୀୟ ବାୟୁସେନା ପଦାର୍ପଣ କରିଥିବାରୁ . ବିସ୍ମିତ କରିବେ ବାୟୁବୀର ।ବଳ ଦେଖାଇବ ବାୟୁସେନା ,ଚକିତ କରିବ ଲଢ଼ୁଆବିମାନ।

Leave A Reply

Your email address will not be published.