ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡଶବ୍ଦ!

0 160

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡଶବ୍ଦ ବାରିପଦା ଓ ବାଲେଶ୍ୱରର ଆକାଶରେ କିଛି କ୍ଷଣ ପାଇଁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡଶବ୍ଦରେ ଦୋହଲିଲା ଘରଦ୍ୱାର । ପ୍ରଚଣ୍ଡଶବ୍ଦ ଯୋଗୁଁ ଲୋକେ ଆତଙ୍କିତହୋଇ ଘରୁ ବାହାରି ଆସିଥିଲେ । ଶବ୍ଦସମୟରେ ଥରିଉଠିଥିଲା ଘରର କବାଟ ରକା। ପ୍ରଚଣ୍ଡ ଶବ୍ଦର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.