ବାଣବିସ୍ଫୋରଣରେ ଜଳିଗଲା ଘର

0 103

ଖୋର୍ଦ୍ଧା,୬।୩(ଏସଏସନିଉଜ) ବାଣ ବିସ୍ଫୋରଣରେ ଜଳିଗଲା ଘର lଟାଙ୍ଗୀଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟିଛି l
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘରଭିତରେ ୪ ଜଣ ଫସିଛନ୍ତି lବର୍ତ୍ତମାନସୁଦ୍ଧା ୪ ଜଣଙ୍କ ବାବଦରେ କିଛି ସୂଚନା ମିଳିନି lଦୋଳ ପ୍ରସ୍ତୁତିପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା ମିଳିଛି l

Leave A Reply

Your email address will not be published.