ବାଣ ମାରିଲେ କ୍ୟାପଟେନ୍

ଖବର ଆଜିରତାରିଖ ୨୧-୧୦-୨୦୨୧,ଗୁରୁବାର

0 253

୧-ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ।
୨-ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି .
୩-ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିସନ
୪-ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ ।
୫-ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ : ନିରଞ୍ଜନ ।
୬-ଆଜି ବଲାଙ୍ଗୀର ବନ୍ଦ ଡାକରା ।
୭-ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି : ସମୀର ମହାନ୍ତି
୮-ଏଲଏସିରେ ଯୁଦ୍ଧ ସ୍ଥିତି ? ଚୀନ ୧୦୦ ରକେଟ୍ ଲଞ୍ଚର ପଠାଇବାରୁ ଭାରତ ମୁତୟନ କଲା ବୋଫର୍ସ ।
-ପରଲୋକରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।
୯-ଉତ୍ତରପ୍ରଦେଶରେ ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ । କୁଶିନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦି ।
୧୦-ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଫସିଥିବା ୧,୩୦୦ରୁ ଅଧିକଙ୍କୁ ଉଦ୍ଧାର କଲା ଏନଡିଆରଏଫ ।
୧୧-ସିଦ୍ଧୁଙ୍କୁ ପୁଣି ଶବ୍ଦବାଣ ମାରିଲେ କ୍ୟାପଟେନ୍ । କହିଲେ, ସିଦ୍ଧୁଙ୍କୁ କଂଗ୍ରେସ ଯେତେଶୀଘ୍ର ଦଳରୁ ବାହାର କରିବ ସେତେ ଭଲ ।
୧୨-ଜାମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ୧୫ ଦିନରେ ୧୫ ଆତଙ୍କୀ ସଫା, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ ।
୧୩-ଆରୟନ ଖାନଙ୍କୁ ମିଳିଲାନି ଜାମିନ୍ । ବେଲ୍ ଆବେଦନ ଖାରଜ କଲେ କୋର୍ଟ
୧୪-ଡେଙ୍ଗୁ ପାଇଁ ଆଣ୍ଟି ଭାଇରାଲ ଔଷଧ ତିଆରି କଲା CDRI: ୨୦ଟି ସହରରେ ହେବ ଟ୍ରାଏଲ ।
୧୫-CBSE ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର : ବୋର୍ଡ ପରୀକ୍ଷା ୨୦୨୨ ପାଇଁ ସିଟି ପରିବର୍ତ୍ତନ ପାଇଁ ମିଳିବ ଅନୁମତି ।
୧୬-ଡାବୁଗାଁ ତହସିଲରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ ମାମଲା: ଚାକିରିରୁ ବହିଷ୍କୃତ ହେଲେ ନାଜିର ।
୧୭-ଓଡ଼ିଶା ହରାଇଲା ‌ଦେଢ଼ ଲକ୍ଷ ମୋବାଇଲ୍‌ ଗ୍ରାହକ: ଜିଓ ଯୋଡ଼ିଲା, ଅନ୍ୟ ୩ ସଂସ୍ଥା ହରାଇଲେ ।
୧୮-ପାକିସ୍ତାନରେ ଧନୀ ଏବଂ ଗରିବଙ୍କ ପାଇଁ ଅଲଗା ରହିବ ପେଟ୍ରୋଲ-ଡିଜେଲ୍ ଦାମ୍, ଯୋଜନା ପ୍ରସ୍ତୁତ କଲେ ଇମ୍ରାନ ସରକାର ।
୧୯-‘ଫେସବୁକ୍‌’ ଉପରେ ୫୨୦ କୋଟି ଟଙ୍କାର ଜରିମାନା ଲଗାଇଲା ବ୍ରିଟେନ ।
୨୦-ମହଙ୍ଗା ପେଟ୍ରୋଲ-ଡିଜେଲ୍‌ ଉପରେ ଚେଇଁଲା ପିଏମଓ, ତେଲ କମ୍ପାନୀର ସିଇଓ ସହିତ ପିଏମ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ ।ଶୁଭ ସକାଳ,ସୁପ୍ରଭା

Leave A Reply

Your email address will not be published.