ଖନନ ପ୍ରକ୍ରିୟା ଆରମ୍ଭ

0 157

କୋଣାର୍କ,୧୮/୯(ଏସଏସ ନିଉଜ)ଭୂତଳ ତୈଳ ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପ କୁଶୁପୁର ମୌଜାରେ ଅଏଲ୍ ଇଣ୍ଡିଆର ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୨ଟି ପୋଖରୀ ଖୋଳା ଚାଲିଛି । ୩ ବର୍ଷ ପାଇଁ ୮ ଏକର ଜମି ଲିଜ୍ ନେଇଛି ଅଏଲ୍ ଇଣ୍ଡିଆ । ଲିଜ୍ ନେଇ ୩୭ ଚାଷୀଙ୍କୁ ୧ କୋଟି ଟଙ୍କା ଦେଇଛି ଅଏଲ୍ ଇଣ୍ଡିଆ।

Leave A Reply

Your email address will not be published.