ବନ୍ଧା ହେଲେ ରସିକିଆ ଟ୍ୟୁସନ ମାଷ୍ଟର

0 425

ଭୁବନେଶ୍ୱର, ୨୨/୧୨(ଡିଏନଏ)ଶେଷରେ ବନ୍ଧା ହୋଇଛନ୍ତି ରସିକିଆ ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ।ଗତ ରବିବାରଦିନ ଦୁଇନାବାଳିକା ଛାତ୍ରୀଙ୍କୁ ନେଇ ପଳାଇଥିଲେ । ସମ୍ବଲପୁରରୁ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ବଡଗଡ଼ ପୋଲିସ ।ଏହାସହ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ଅପହରଣ କରିଥିବା ଦୁଇଛାତ୍ରୀଙ୍କ ବୟସ ୧୪ ଏବଂ ୧୨ ବର୍ଷ ।

Leave A Reply

Your email address will not be published.