ବନ୍ଧୁକଧାରୀକୁ ମାଡିବସିଲେ ଲୋକ

0 51

ବ୍ରହ୍ମପୁର,୨୬ା୧(ଏସଏସନିଉଜ) ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିବା ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ଏହି ଘଟଣା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।ଦୀର୍ଘ ସମୟଧରି ଯୁବକଜଣଙ୍କ ଆତଙ୍କ ଖେଳାଇବାପରେ ସ୍ଥାନୀୟଲୋକମାନେ ଯୁବକକୁ କୈାଶଳକ୍ରମେ ଧରିପୋଲିସକୁ ସୁଚନା ଦେଇଥିଲେ ।ପରେ ଭେଜିପୁଟ ଫାଣ୍ଡି ପୋଲିସ ଆସି ଯୁବକକୁ ଫାଣ୍ଡିକୁ ନେଇ ପଚରାଉଚରା କରିବା ସହ ଯାଂଚ କରି ବନ୍ଧୁକଟି ଖେଳନା ବୋଲି ଜାଣିବାକୁ ପାଇଥିବାର ଜଣାପଡିଛି ।

Leave A Reply

Your email address will not be published.