ବାଙ୍କୀ-ବୈଦେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

0 154

ବାଙ୍କୀ,୧୬/୮(ଏସ ଏସ ନିଉଜ) ଚନ୍ଦ୍ରପା ପୋଲ ଉପରେ ୭/୮ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି ଫଳରେ ବନ୍ୟାଜଳ ଯୋଗୁଁ ବାଙ୍କୀ-ବୈଦେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.