ବାଙ୍କୀରୁ ଜବତ ହେଲା ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର

0 171

ବାଙ୍କୀ୨୪/୬(ଏସଏସନିୟୁଜ) ବାଙ୍କୀରୁ ଜବତ ହୋଇଛି ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଖୋର୍ଧା ଜିଲ୍ଲା ବାଘମାରି ଥାନା ପୋଡ଼ାଢ଼ିହର ସୁରେଶ କୁମାର ମହାପାତ୍ର ନାମକ ଶିକ୍ଷିତ ଯୁବକ ଆଜି ବଢିଭୋର ସମୟରେ ବ୍ରାଉନସୁଗାର ଆଣି ଗ୍ରାହକକୁ ଅପେକ୍ଷା କରିରହିଥିଲେ ।କୈାଣସିସୁତ୍ରରୁ ଖବରପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ ବାଙ୍କୀ ବଜାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରୁ ସୁରେଶକୁ ଗିରଫକରିଥିଲେ ।ତାଠାରୁ ୧୬୪ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିଲେ ।

Leave A Reply

Your email address will not be published.