ବାରଙ୍ଗ ପ୍ରେସ୍ କ୍ଲବରେ ରକ୍ତଦାନ ଶୀବିର ଅନୁଷ୍ଟିତ

0 653

ଭୁବନେଶ୍ବର:୨୭/୧୧- ବୁଧବାର ଦିନ  ବାରଙ୍ଗ ପ୍ରେସ କ୍ଲବ ପରିସରରେ  ରକ୍ତଦାନ ଶୀବିର ଅନୁଷ୍ଟିତ ହୋଇଯାଇଛି । ଅଞ୍ଚଳର ବିଭିନ୍ନ ସ୍ଥାନରୁ ଯୁବପିଢୀ ଏବଂ କଲେଜ ଛାତ୍ରଛାତ୍ରି ରକ୍ତ ଦାନ କରିବା ପାଇଁ ଛୁଟି ଆସିଛନ୍ତି । ରକ୍ତଦାନ କେନ୍ଦ୍ରରେ ରକ୍ତ ଦାନ କରିବା ପାଇଁ ଯୁବପୀଢିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ଶିବୀରରେ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ତେବେ ବାରଙ୍ଗ ପ୍ରେସ କ୍ଲବ ର ବାର୍ତ୍ତା ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ ସଫଳ ହୋଇଛି । ଏହି କାର୍ଯ୍ୟକ୍ରମ  ‘ସମ୍ବାଦ’ ଆମ ଓଡ଼ିଶାର ମିଳିତ ସହଯୋଗରେ ବାରଙ୍ଗ ପ୍ରେସ୍ କ୍ଲବ୍ ପ୍ରୟାସ ରେ ହୋଇଥିଲା ।

 

Leave A Reply

Your email address will not be published.