ବାରଙ୍ଗ ପ୍ରେସ୍‌ କ୍ଲବ୍ ରେ ସାମ୍ବାଦିକ ଦିବସ

0 135

ବାରଙ୍ଗ ,୧୭/୧୧(ଡିଏନଏ) ଆନନ୍ଦ ବଜାର ସ୍ଥିତ ବାରଙ୍ଗ ପ୍ରେସ୍‌ କ୍ଲବ୍ ପରିସରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। କ୍ଲବ୍ ର ସଭାପତି ଲିଙ୍ଗରାଜ ରାଉତଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ସଭାରେ ସାମ୍ବାଦିକତା ଓ ସାମ୍ବାଦିକ ସୁରକ୍ଷା ଓ ବିଭିର୍ଣ ପ୍ରସଙ୍ଗକୁ ନେଇ  ଆଲୋଚନା କରାଯାଇଥିଲା। ସମ୍ପାଦକ ରୁଦ୍ର ନାରାୟଣ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସ୍ଵାଇଁ, କମଳାକାନ୍ତ ନାୟକ,ତୁଷାର କାନ୍ତ ବେହେରା, ତାପସ କୁମାର ଜେନା, ଦୁଷ୍ମନ୍ତ କୁମାର ଜେନା, ଗୌତମ ରାଉତ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.