ଭାରତ ବିଶ୍ବକପ୍ ଜିତିଲେ ୧୦୦କୋଟି ବାଣ୍ଟାଯିବ

0 55

ଭୁବନେଶ୍ୱର,୧୯ା୧୧(ଏସଏସନିଉଜ) ଆଇସିସି କ୍ରିକେଟ୍ ବିଶ୍ବକପ୍‌’ରେ ଆଜି ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ସିଇଓ’ ପୁନୀତ ଗୁପ୍ତା ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟିବେ ବୋଲି କହିଛନ୍ତି।୨୦୧୧ରେ ଭାରତର ବିଶ୍ବକପ୍ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି ପୁନୀତ କହିଛନ୍ତି, ୨୦୧୧ରେ ଭାରତ ବିଶ୍ବକପ୍ ଜିତିବା ବେଳେ ସେ କଲେଜରେ ପଢୁଥିଲେ। ସେ ସମୟଟି ତାଙ୍କପାଇଁ ଜୀବନର ସବୁଠୁ ଆନନ୍ଦଦାୟକ ଦିନ ଥିଲା ବୋଲି କହିଛନ୍ତି ।ଏହାସହ ଭାରତୀୟ ଟିମ୍‌କୁ ସମର୍ଥନ ଓ ଉତ୍ସାହ ସହ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.