ବାଘର ପାଦଚିହ୍ନ

0 56

ଆନନ୍ଦପୁର,୧୯ା୧୧(ଏସଏସନିଉଜ) ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗର ଚେତା ପଶିଛି । ଜଙ୍ଗଲବିଭାଗ ପକ୍ଷରୁ ତନାଘନାତଦନ୍ତ ଆରମ୍ଭ କରାଯିବାସହ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଙ୍ଗଲବିଭାଗ ପକ୍ଷରୁ କୁହାଯାଇଛି ।ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଥିବାବେଳେ ଭୋରସମୟରେ ନଦୀକୂଳ ବିଲମଧ୍ୟରେ ବାଘଟି ଯାଉଥିବାବେଳେ ତାର ଭିଡିଓ କେହିଜଣେ କରିଥିଲେ ।

Leave A Reply

Your email address will not be published.