ବିରଳ ଶିଶୁ କନ୍ୟା

0 105

ମୟୂରଭଞ୍ଜ,୧୯ା୧୧(ଏସଏସନିଉଜ) ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି ।ଯାହାରକି ମୁଣ୍ଡ ନାହିଁ କି ଗୋଡ଼ ମଧ୍ୟନାହିାଁ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟଘଟଣା ଶନିବାର ଦିନ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାରେ ଅପରାହ୍ନ ସମୟରେ ମୃତ ଅବସ୍ଥାରେ ମୁଣ୍ଡ ଓ ହାତ ନଥିବା ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।ତେବେ ପ୍ରଥମ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟା ଭଲଥିବାର ଜଣାପଡିଛି ।

 

Leave A Reply

Your email address will not be published.