ବାରଙ୍ଗରୁ ୩୪ ନୂତନ ଆକ୍ରାନ୍ତ ଚିହ୍ନଟ

0 701

ବାରଙ୍ଗ ,୧୨/୫(ଏସଏସନିୟୁଜ)ବାରଙ୍ଗବ୍ଲକ ର ବିଭିର୍ଣଗ୍ରାମରେ ମଙ୍ଗଳବାରଦିନ୮ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବୁଧବାର ସଂଖ୍ୟା ୩୪ରେ ପହଁଚିଛି ।ଚିହ୍ନଟ ହୋଇଥିବା ଏହି ନୂତନ ସଂକ୍ରମିତ ଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୩୪ ଆକ୍ରାନ୍ତ ଥିବା ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ବେଲଗଛିଆ ପଞ୍ଚାୟତ ରୁ ୨,ଖଲର୍ଦା ପଞ୍ଚାୟତରୁ ୨,କୁହ୍ନେଇପଡ଼ା ପଞ୍ଚାୟତ ରୁ ୧,କୁରାଙ୍ଗ ପ୍ରଧାନ ପଞ୍ଚାୟତ ରୁ ୧,କୁରାଙ୍ଗ ଶାସନ ପଞ୍ଚାୟତ ରୁ ୨,ମଧୁପୁର ପଞ୍ଚାୟତ ରୁ ୨,ନରାଜ ମାର୍ଥାପୁର ପଞ୍ଚାୟତ ରୁ ୨,ରାମଦାସପୁର ପଞ୍ଚାୟତ ରୁ ୫,ଶ୍ରୀବନ୍ତପୁର ପଞ୍ଚାୟତ ରୁ ୧,ଉଷୁମା ପଞ୍ଚାୟତ ରୁ ୧୫,ସାଇଁସୋ ପଞ୍ଚାୟତ ରୁ ୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଡ଼ିଓ ଶ୍ରୀ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି।(ଗୈାତମରାଉତଙ୍କ ରିପୋର୍ଟ) ।

Leave A Reply

Your email address will not be published.