ବାର୍ଷିକକ୍ରିଡାପୁରସ୍କାର ପ୍ରଦାନ ଉସ୍‌ବ

0 299

ମେଣ୍ଢାଶାଳ,୨୩/୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀଉଚ୍ଚବିଦ୍ୟାଳୟ ପରିସରରେ ସୋମବାରଦିନ ବାର୍ଷିକ କ୍ରିଡା ପ୍ରତିଯୋଗୀତାରେ କୃତିତ୍ୱଅର୍ଜ୍ଜନକରିଥିବା ପିଲାମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉସ୍‌ବରେ ସ୍କୁଲକମିଟିସଭାପତି ରମାକାନ୍ତ ମହାପାତ୍ର ,ଅଲୁମିନା କମିଟିସଭାପତି ସନ୍ତୋଷକୁମାରରାୟ. ଉପସଭାପତିମନୋଜକୁମାରସାମନ୍ତରାୟ, ବରିଷ୍ଟନାଗରିକ ଭରତଚନ୍ଦ୍ର ରାଉତରାୟ, ପଦ୍ମଚରଣ ବଡଜେନା, ସୁରେନ୍ଦ୍ରନାଥସାମନ୍ତାରାୟ,ସରମ୍ପଚ କୈାଶଲ୍ୟା ବଳିୟାରସିଂହ, ପୁର୍ବତନ ସରମ୍ପଚ ମମତାବେହେରା,ପୁର୍ବତନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଦି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରିଥିଲେ ।ସିନିୟରବିଭାଗରେ ଶୁବାଶିଷମହାପାତ୍ର ଓ ଅନିତା ସିଂହ ଚମ୍ପିୟାନ ହୋଇଥିବାବେଳେ ଜୁନିୟରବିଭାଗରେ ଲକ୍ଷ୍ମୀପଟ୍ଟନାୟକ ଓ ମହମଦ ଉସାଉଦ୍ଦୀନ ଚମ୍ପିୟତାନ ହୋଇଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷତ୍ରୀ ଓ ଶିକ୍ଷକମାନେ ଉପସ୍ଥିତଥିବାବେଳେ ରାଜକିଶୋର ପୃଷ୍ଟିଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡଜେନା ରିପୋର୍ଟ)

Leave A Reply

Your email address will not be published.