ବାତ୍ୟା ବଦଳାଇଲା ଦିଗ !

0 379

ଭୁବନେଶ୍ୱର,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସଦ୍ୟତମ ସୂଚନା।ଏହି ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ।୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇ ସାରିଥିବା ଆଶା ରଖାଯାଇଛି ।ଏହାର ପ୍ରଭାବରେ କାଲି କୋରାପୁଟ, ଗଜପତି, ଗଂଜାମରେ ବର୍ଷାଲାଗିରହିବ ।ଏହାସହ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.