ଭଦ୍ରେଶ୍ୱରଫାଣ୍ଡି ହେଲା ଥାନା

0 115

ଭୁବନେଶ୍ୱର, ୬ା୧(ଏଏସନିଉଜ)ଭଦ୍ରେଶ୍ୱରଫାଣ୍ଡିକୁ ଥାନାମାନ୍ୟତାପାଇଁ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପ୍ରତାପଜେନାଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଓଡ଼ିଶାରେ କିଛିଫାଣ୍ଡି ଥାନାମାନ୍ୟତା ପାଇଥିଲାା ତାହାମଧ୍ୟରେ ମାହାଙ୍ଗାବ୍ଲକ ଭଦ୍ରେଶ୍ଵରଫାଣ୍ଡିର ନାମଥିଲାା ଆଜି ଭଦ୍ରେଶ୍ୱର ଫାଣ୍ଡି ରୁ ନାମଫଳକ ହଟାଯାଇ ଭଦ୍ରେଶ୍ଵରଥାନା ନାମଫଳକ ଲଗାଯାଇଛି ।

Leave A Reply

Your email address will not be published.