ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

0 355

ପୁରୀ,୫/୫(ଏସ ଏସ ନିଉଜ)ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା । ଏନେଇରଥଯାତ୍ରା ପ୍ରସ୍ତୁତି ବୈଠକରେ ସବୁଜ ସଙ୍କେତ ମିଳିଛି ।ଯଦି କୋଭିଡ ସ୍ଥିତି ବଢେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ବୋଲି ନିସ୍ପତି ହୋଇଥିବାର ଜଣାପଡିଛି ।ତେବେ ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।
କୋଭିଡ ସ୍ଥିତିକୁ ଦେଖି ୨ପ୍ରକାର ବ୍ୟବସ୍ଥା କରାଯାଇଛି ।ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ ଦାବି ରହିଥିବାବେଳେ ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.