ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର

0 167

ପୁରୀ, ୬/୮(ଏସଏସନିଉଜ) ଦର୍ଶନ ପାଇଁ ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସାଧାରଣ ଭକ୍ତମାନେ ଯେମିତି ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହେବ । ଦର୍ଶନ ପାଇଁ ରତ୍ନ ସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ କହିଲେ ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.