କରୋନାରେ ଆକ୍ରାନ୍ତ ହେଲେ ୯ଛାତ୍ରଛାତ୍ରୀ,୨ଶିକ୍ଷକ

0 160

ଟିଟିଲାଗଡ଼, ୬/୮(ଏସଏସନିଉଜ) ସଇଁତଳାର ଏକ ସ୍କୁଲର ୯ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣପଡିଛି । ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଚିହ୍ନଟ ପରେ ସ୍କୁଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।କାଲି ଜଣେ ଛାତ୍ର ପଜିଟିଭ ପରେ ଆଜି ସମସ୍ତଙ୍କର କରୋନା ଟେଷ୍ଟ ହେବାପରେ ଏହା ଜଣାପଡିଥିଲା ।

 

Leave A Reply

Your email address will not be published.