ନକ୍ସଲ ନିର୍ମାଣ କଲେ ୬୪ଫୁଟଉଚ୍ଚ ସହିଦସ୍ତମ୍ଭ

0 223

ମାଲକାନଗିରି , ୬/୮(ଏସଏସନିଉଜ)ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ସୁକମା ସୀମାନ୍ତ ଗ୍ରାମରେ ନକ୍ସଲ ନିର୍ମାଣ କରିଛନ୍ତି ୬୪ ଫୁଟ ଉଚ୍ଚ ସହିଦସ୍ତମ୍ଭ । ବିଜାପୁର ଏବଂ ସୁକମା ସୀମାରେ ଏକ ବିରାଟ ସଭାର ମଧ୍ୟଆୟୋଜନ କରାଯାଇଥିଲା ।ଯେଉଁଠି ୧୨ ହଜାରରୁ ଅଧିକ ଗ୍ରାମବାସୀ ଯୋଗଦେଇଥିବାର ଜଣାପଡିଛି ।

 

 

Leave A Reply

Your email address will not be published.