ଭଙ୍ଗାବନ୍ଧରୁ ପୁଣି ବନ୍ୟା

0 109

ଆଠଗଡ଼,୧୬।୯(ଏସଏସନିଉଜ) ସାପୁଆ ନଦୀର ରମ୍ପା ବନ୍ଧରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ କରିଛି।ପୂର୍ବରୁ ସୃଷ୍ଟ ଘାଇ ମରାମତି ନ ହେବାରୁ ବନ୍ଧ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି।ଯାହାଫଳରେ
ଶହଶହ ଏକର ଚାଷଜମି ଜଳମଗ୍ନ ହେବାସହ ରାସ୍ତା ଉପରେ ୩ ଫୁଟ୍‌ର ପାଣି ଚାଲିଛି।ପୁରୁଣାକଟକ- ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିକଟରେ ବନ୍ୟାଜଳ ଚାଲିଛି।୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ଯୋଗୁଁ ଗମନାଗମନ ଠପ୍‌ ହୋଇଯାଇଛି।

Leave A Reply

Your email address will not be published.