ଭୁବନେଶ୍ୱର ଆସିବ ୧୬୦ ମୃତଦେହ

0 168

ଭୁବନେଶ୍ୱର ,୩ା୬(ଏସଏସନିଉଜ)ଭୁବନେଶ୍ୱର ଆସିବ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ।ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହ ଭୁବନେଶ୍ୱରକୁ ଅଣାଯିବାଏବେସୁଦ୍ଧା ୨୮୮ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶେଷ ବଗିର ଉଦ୍ଧାରକାର୍ଯ୍ୟ ଚାଲିଛି। ଏବେସୁଦ୍ଧା ୩୦/୪୦ ମୃତଦେହ ଚିହ୍ନଟ ହେବାସହ ପରିବାର ଲୋକ ନେଲେଣି । ବାଲେଶ୍ୱରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତଜାଗା ନଥିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଡଛିପ୍ରଶାସନ ।ପରିବାର ଲୋକେ ମୃତ ଶରୀରକୁ ଚିହ୍ନଟ ନ କରିବା ଯାଏ ଶବାଗାରରେ ରଖାଯିବ। ଏମ୍ସ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସର କାରୀ ହସ୍ପିଟାଲରେ ମୃତଦେହ ରଖାଯିବାନେଇ ମୁଖ୍ୟ ଶାସନସଚିବ ପ୍ରଦୀପକୁମାର ଜେନା ସୁଚନା ଦେଇଛନ୍ତି ।

Leave A Reply

Your email address will not be published.