ଭୁବନେଶ୍ୱରରେ ବୁଲିବ ଭେଜିଟେବୁଲ ଭ୍ୟାନ୍‌

0 272

ଭୁବନେଶ୍ୱର୨୯/୩(ଏସଏସନିୟୁଜ) କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାପାଇଁ ସରକାର ବହୁବିଧ ଯୋଜନାମାନ ପ୍ରଣୟନ କରୁଛନ୍ତି ।ଘରୁ ବାହାରକୁ ନବାହରିବାପାଇଁ ସରକାର ଜନସାଧାରଣଙ୍କୁ ନିବେଦନ ମଧ୍ୟ କରୁଛନ୍ତି ।ଭୁବନେଶ୍ୱରରେ ବୁଲିବ ଭେଜିଟେବୁଲ ଭ୍ୟାନ୍ ଭୁବନେଶ୍ୱରର ବିଭିର୍ଣ ଓାର୍ଡରେ ବୁଲିବ ମୋବାଇଲ ଭେଜିଟେବୁଲ ଭ୍ୟାନ୍ । ଏକଅନଲାଇନସଂସ୍ଥାକୁ ଏଥିନେଇ ଅନୁମତି ଦେଇଛି ବିଏମସି । ବିଏମ୍‌ସିର ବିଭିର୍ଣ ଓାର୍ଡବାସୀ ଏହାଦ୍ୱାର ଘରପାଖରେ ପରିବା କିଣିବାରେ ସହାୟକ ହୋଇପାରିବା ଏହା ସହ ସାମାଜିକ ଦୁରତ୍ୱ ରଖି ବିଏମସିର ୪୨ଛୋଟବଡହାଟ ନିୟମିତ ଖୋଲିବାକୁ ଅନୁମତି ମଧ୍ୟ ମିଳିଛି ଏ ନେଇ ସୁଚନା ଦେଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୈାଧୁରୀ ।

Leave A Reply

Your email address will not be published.