ଭୁବନେଶ୍ବରରେ ହତ୍ୟା !

0 313

ଭୁବନେଶ୍ବର:୨/୧୨- ଭୁଣି ଭୁବନେଶ୍ବରରେ ହତ୍ୟା ! ଏହି ଘଟଣା ଘଟିଛି  ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀ ବିହାର ରେ । ମୃତକ ଜଣକ ବ୍ରହ୍ମଗିରି ଅଞ୍ଚଳର ସୁନିଲ ସେଠି । ତେବେ ସ୍ଥାନିୟ ଲୋକଙ୍କ କହିବା ଅନୁଯାୟୀ ସୁନିଲ   UBER ଚାଳକ ଭାବେ କାମ କରନ୍ତି ।  ସୁନୀଲ କୁ କିଏ ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଏହିଘଟଣାକୁ ଅପମୃତ୍ୟୁ ମାମଲା କହିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଛାନଭିନ ଜାରିରଖିଛି ।

Leave A Reply

Your email address will not be published.