ଭୁବନେଶ୍ୱରରୁ ହୋର୍ଡିଂ ହଟୁ

0 69

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ହଟାଇବାକୁ ଅପରାଜିତା ଦାବି ଉଠାଇଛନ୍ତି।ପ୍ରେସମିଟରେ ଦାବି କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି।ନୂଆବର୍ଷ ପରଦିନ ମୋର ସମସ୍ତହୋର୍ଡିଂ ବିଏମ୍‌ସି ହଟାଇ ଦେଇଥିଲା।ନୀତି , ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଅନ୍ୟ ହୋର୍ଡିଂ ହଟୁ ଓ ବିଏମ୍‌ସି କମିଶନର ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ବୋଲି କହିଛନ୍ତି ଅପରାଜିତା ।

Leave A Reply

Your email address will not be published.