ଭୁବନେଶ୍ୱର ରେ ପହଞ୍ଚିଲା କୋଭିସିଲଡ଼

0 329

ଭୁବନେଶ୍ବର,୧୨/୧(ଏସଏସନିୟୁଜ)ବହୁ ପ୍ରତୀକ୍ଷିତ କରୋନା ଭ୍ୟାକ୍ସିଂନ ଟୀକା କୋଭିସିଲଡ଼ ସିଧା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ରୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସି ଭୁବନେଶ୍ୱର ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରେ ପହଂଚିଛି।ଟୀକା ପହଞ୍ଚିବା ପରେ ତାହାକୁ ତିନୋଟି ସ୍ୱତନ୍ତ୍ର ଭ୍ୟାକ୍ସିଂନ ଭ୍ୟାନ ଯୋଗେ କଡା ନିରାପତ୍ତା ମଧ୍ୟରେ ରାଜ୍ୟ ଭ୍ୟାକ୍ସିଂନ କେନ୍ଦ୍ର କୁ ପଠାଇ ଦିଆଯାଇଛି।ଏହାପରେ ଏହାକୁ ସମସ୍ତ ଜିଲ୍ଲା ଭ୍ୟାକ୍ସିଂନ କେନ୍ଦ୍ର ଗୁଡିକ ପଠାଯିବ।

Leave A Reply

Your email address will not be published.