ବିବାହ ମଣ୍ଡପରୁ ଲୁଟ୍‍

0 223

ଭୁବନେଶ୍ୱର,୨୮/୧(ଏସଏସନିଉଜ)ରାଜଧାନୀ ସ୍ଥିତ କେସୁରା ଅଞ୍ଚଳର ଏକ ବିବାହ ମଣ୍ଡପରୁ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି ୨ ଲୁଟେରା । ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଛି । ଜଣେ ନାବାଳକ ଓ ଜଣେ ଯୁବକ ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।ପରିବାର ଲୋକ ବହୁ ଖୋଜାଖାଜି କରି ନିରାଶ ହେବାପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ ।

 

Leave A Reply

Your email address will not be published.