ବିଧାୟକ ପିତମ ପାଢ଼ୀ କରୋନାରେ ଆକ୍ରାନ୍ତ

0 428

କୋରାପୁଟ.୨୫/୮ (ଏସ ଏସ ନିୟୁଜ) ବିଧାୟକ ପିତମ ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ସେ କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ଅଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଘରୋଇ ଆଇସୋଲେଶନରେ ରହିଥିବା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.