ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

0 227

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ୭୫ତମ ସ୍ୱାଧୀନତା ଦିବସକୁନେଇ ସବୁଆଡେ ଉତ୍ସବର ମାହୋଲ ରହିଥିବାବେଳେ ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଘଟିଛି ଅଘଟଣ ।ଆଜି ସକାଳ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବାବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧନେଶ୍ଵର ଦାସ ନାମକ ଗ୍ରାମରକ୍ଷୀ ମୃତ୍ୟୁବରଣ କରିଥିବାବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି।ତେବେ ଗୁରୁତର ଥିବା କନେଷ୍ଟବଳଙ୍କୁ ଖୋର୍ଦ୍ଧା ମେଡିକାଲରୁ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.