ବିଗ ବି ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

0 134

ଭୁବନେଶ୍ୱର,୨୪/୮(ଏସଏସନିଉଜ) ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ।ସେ ଟୁଇଟ କରି ସୁଚନା ଦେଇଛନ୍ତି ।ଏହାସହ ତାଙ୍କ ସହ ଯେଉଁମାନେ ମିଶିଛନ୍ତି ଦୟାକରି ପରୀକ୍ଷାକରାଇନେବାକୁ ପରାମର୍ଶ ଦେଇଛନ୍ତି । ଜୁଲାଇ, ୨୦୨୦ରେ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ ।ସେହିସମୟରେ ତାଙ୍କ ପୁଅ ଅଭିଶେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଥିଲେ । ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ଡାକ୍ତରଖାନାରେ ଚିକିସ୍‌ିତ ହୋଇଥିଲେ ।ସେଠାରେ ସେ ଦୁଇ ସପ୍ତାହରୁ ଅଧିକ ସମୟ ରହିଥିଲେ।

Leave A Reply

Your email address will not be published.