ବିକ୍ରି ହେଲା ପବନହଂସ

0 232

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ହେଲିକପଟର ପବନହଂସର ୫୧ ପ୍ରତିଶତ ଅଂଶଧନକୁ ବିକ୍ରି କଲେ କେନ୍ଦ୍ର ସରକାର । ଉତ୍ତରାଖଣ୍ଡ ଏବଂ ହିମାଚଳରେ ଗ୍ରାମୀଣ ଇଲାକାରେ ଶସ୍ତାରେ ସେବା ଯୋଗାଉଥିଲା ।ପବନହଂସର
୫୧ପ୍ରତିଶତ ଅଂଶଧନ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଥିଲା।ସବୁଠୁ ଅଧିକ ଟେଣ୍ଡର ଡାକିଥିବା ଷ୍ଟାର ନାଇନ୍ ମୋବିଲିଟି ପ୍ରାଇଭେଟ୍ ଲିମିଡେଟ୍ କୁ ଏହା ମିଳିଛି ।ଏଥିପାଇଁ କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ଯାହାଫଳରେ ହେଲିକପ୍ଟରର ଘରୋଇକରଣ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.