ବିଳମ୍ବିତ ରାତିରେ ହେଲା ବୋମାମାଡ଼

0 270

ଖୋର୍ଦ୍ଧା,୧୨/୮ (ଏସ ଏସ ନିୟୁଜ) ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବାର ଥାନାରେ ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାରୁ ହୋଇଥିବା ବୋମାମାଡ଼ ରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି।ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.