ବିଶ୍ୱକପ୍‌ କ୍ରିକେଟପାଇଁ ଟିକେଟ୍‌ ବିକ୍ରି

0 85

ଭୁବନେଶ୍ୱର,୩୧।୮(ଏସଏସନିଉଜ)ODI ବିଶ୍ୱକପ୍‌ କ୍ରିକେଟ- ୨୦୨୩ର ୩ଟିମ୍ୟାଚ୍‌ପାଇଁ ଟିକେଟ୍‌ ବିକ୍ରି ଆଜି ଆରମ୍ଭ ହୋଇଛି।ଚେନ୍ନାଇ, ଦିଲ୍ଲୀ, ପୁଣେରେ ଭାରତର ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି lତିନି ମ୍ୟାଚ୍‌ର ଅନ୍‌ଲାଇନରେ ଟିକେଟ୍‌ ବିକ୍ରି ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି l
ସେପ୍ଟେମ୍ବର ୧,୨, ୩ରେ ଭାରତର ଅନ୍ୟ ମ୍ୟାଚ୍‌ର ଟିକେଟ ମିଳିବ lସେପ୍ଟେମ୍ବର ୧୫ରେ ସେମି ଫାଇନାଲ ଓ ଫାଇନାଲ ପାଇଁ ଟିକେଟ୍‌ ବିକ୍ରି ହୋଇଛି।ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ରେ ସରିବ ବିଶ୍ୱକପ୍‌ l

Leave A Reply

Your email address will not be published.