ବିଶ୍ୱ ପରିବେଶ ଦିବସ ପାଳିତ

0 282

ବାରଙ୍ଗ,୫/୬(ଏସ ଏସ ନିୟୁଜ) ମହାମାରୀ କୋଭିଡର ପ୍ରତିବନ୍ଧକ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪୯ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଉଦ୍ୟାନର ବିଭିର୍ଣ ସ୍ଥାନକୁ ପରିଷ୍କାର କରିବା ପରେ ନିର୍ଧାରିତ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ଏକ ଅନଲାଇନ୍ ପେଣ୍ଟିଂ ଏବଂ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ।ଯେଉଁଠାରେ ୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ | ପ୍ରତିଯୋଗିତାର ଫଳାଫଳ ସୋମବାର ଅର୍ଥାତ୍ ୭ ତାରିଖରେ ରେ ଘୋଷଣା କରାଯିବ |ଏଥିରେ ଉପ- ନିର୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ,ସହକାରୀ ନିର୍ଦେଶକ ଅମୁଲ୍ୟ କୁମାର ପରିଡା ଙ୍କ ସମେତ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.