ବିଶ୍ୱର ପ୍ରଥମ କରୋନା ଟିକା ପୁଟିନଙ୍କ ଝିଅ ନେଲେ

0 267

ନୂଆଦିଲ୍ଲୀ ,୧୧/୮ (ସତ୍ୟସନ୍ଧାନ ଡେସ୍କ ) ମଙ୍ଗଳବାର ବିଶ୍ୱର ପ୍ରଥମ କରୋନା ଟିକା  ଲଞ୍ଚ କରିବା ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ପ୍ରଥମେ  ଏହି ଟିକା ଦିଆଯାଇଛି ବୋଲି ରାଷ୍ଟ୍ରପତି ପୁଟିନ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆରମ୍ଭରୁ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏବେ ସେ ସୁସ୍ଥତା ଅନୁଭବ କରୁଛନ୍ତି ପୁଟିନ । ତେବେ ରୁଷ୍ର ଏହି ଭାକ୍ସିନ ଉପରେ ବିଶ୍ୱବାସୀଙ୍କ ରହିଛି ନଜର ।

 

Leave A Reply

Your email address will not be published.