ବିଜେବି ଛାତ୍ରୀ ନିବାସରେ ପୋଲିସର ଯାଞ୍ଚ…

0 145

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବରଗଡ଼ ପୋଲିସ୍ ଛାତ୍ରୀ ନିବାସରେ ପହଞ୍ଚିଛି ।ଛାତ୍ରୀ ଆତ୍ମହତ୍ୟା କରିଥିବା ରୁମକୁ ଯାଞ୍ଚ କରୁଛି ପୋଲିସ୍ ।ଛାତ୍ରୀ ନିବାସର ଆଉ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସର ପଚରାଉଚରା ଆରମ୍ଭ ହୋଈଛି ।

Leave A Reply

Your email address will not be published.