ବିଜେଡିରୁ ନିଲମ୍ବନ ହେଲେ ଶ୍ରୀମୟୀ

ଭୁବନେଶ୍ୱର,୨୩।୯(ଏଏସନିଉଜ)ବିଜେଡିର ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ ସମେତ ଆଜି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।ଦଳ ବିରୋଧୀ ବୟାନ ଶ୍ରୀମୟୀ ମିଶ୍ରଙ୍କ ପାଇଁ ମହାଙ୍ଗା ପଡିଛି।କିଛିଦିନ ହେବ ଶ୍ରୀମୟୀ ମିଶ୍ରଙ୍କ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ ରାଜନୀତି ମହଲରେ ବିସ୍ଫୋରଣ କରିଥିଲା।

- Advertisement -

Leave A Reply

Your email address will not be published.