ବିଜେଡିର ଦ୍ୱିତୀୟ ପାର୍ଥିତାଲିକା ଘୋଷଣା

0 92

ଭୁବନେଶ୍ୱର,୨୭।୩(ଏସଏସନିଉଜ)ବିଜେଡି ତାର ଦ୍ୱିତୀୟ ପାର୍ଥି ତାଲିକା ଘୋଷଣା କରିଛି।
ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି।ପୁରୀ- ଅରୂପ ପଟ୍ଟନାୟକ, ଢେଙ୍କାନାଳ- ଅବିନାଶ ସାମଲ,ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ,କନ୍ଧମାଳ- ଅଚ୍ୟୁତ ସାମନ୍ତ,କଟକ- ସଂତୃପ୍ତ ମିଶ୍ର, ଯାଜପୁର- ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା ହୋଇଛି।

Leave A Reply

Your email address will not be published.