ବିଜେଡି ଘୋଷଣାକଲା ପ୍ରଥମପର୍ଯ୍ୟାୟ ପାର୍ଥୀ ତାଲିକା

0 95

ବିଜେଡି ୯ ଲୋକସଭା ପ୍ରାର୍ଥୀ
ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି।
ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ,କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପତିର୍କୀ,ମୟୂରଭଂଜ- ସୁଦାମମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନମହାନ୍ତି, ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥରାଉତରାୟ,କୋରାପୁଟ- କୌଶଲ୍ୟାହିକକା, ଆସିକା- ରଂଜିତା ସାହୁ।
ସେହିଭଳି ଭାବେ ବିଜେଡି ୭୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା- ବିଷମକଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥଗମାଙ୍ଗ,ରାୟଗଡାରୁ ଅନୁସୂୟାମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତାସାହୁ,ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତସିଂ,ଜଳେଶ୍ୱରରୁ ଅଶ୍ୱିନୀ କୁମାରପାତ୍ର,ବସ୍ତାରୁସୁବାସିନୀଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବମଲ୍ଲିକ,ଭଦ୍ରକରୁ ପ୍ରଫୁଲସାମଲ ବାସୁଦେବପୁରରୁ ବିଷ୍ମୁବତ୍ରରାଉତରାୟ,ଧାମନଗରରୁ ଡକ୍ଟର ସଞ୍ଜୟକୁମାରଦାସ,ଚାନ୍ଦବାଲିରୁ ବ୍ୟୋମକେଶ ରାୟ,ବିଞ୍ଝାରପୁରରୁ ପ୍ରମିଳାମଲ୍ଲିକ,ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ,ଯାଜପୁରରୁ ସୁଜାତା ସାହୁ,ସୁକିନ୍ଦାରୁ ପ୍ରୀତିରଞ୍ଜନଘଡେଇ,ଢେଙ୍କାନାଳରୁ ସୁଧୀର ସାମଲ
କାମାକ୍ଷାନଗରରୁ ପ୍ରଫୁଲକୁମାରମଲ୍ଲିକ,ପରଜଙ୍ଗରୁ ନୃସିଂହ ସାହୁ,ପାଲଲହଡାରୁ ମୁକେଶପାଲ, ଛେଣ୍ଡିପଦାରୁ ସୁଶାନ୍ତକୁମାରବେହେରା,ସୋନପୁରରୁ ନିରଞ୍ଜନ ପୂଜାରୀ,ଲୋଇସିଂହାରୁ ନିହାରରଞ୍ଜନ ବେହେରା,ପାଟଣାଗଡରୁ ସରୋଜମେହେର, ବଲାଙ୍ଗୀରରୁ କଳିକେଶନାରାୟଣ ସିଂହଦେଓ, ଟିଟିଲାଗଡରୁ ଟୁକୁନିସାହୁ,ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ,ଉମରକୋଟରୁ ନବୀନାନାୟକ,ଝରିଗାଁରୁ ରମେଶଚନ୍ଦ୍ରମାଝୀ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଡାବୁଗାଁରୁ ମନୋହରରନ୍ଧାରୀ,ଲାଞ୍ଜିଗଡରୁ ପ୍ରଦୀପକୁମାରଦିଶାରୀ,ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର,ଧର୍ମଗଡରୁ ପୁଷ୍ପେନ୍ଦ୍ରସିଂଦେଓ,ଭବାନୀପାଟଣାରୁ ଲତିକା ନାୟକ,ଜିଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧରରଣା,ବୌଦ୍ଧରୁ ପ୍ରଦୀପ କୁମାର ଅମାତ,ବଡମ୍ବାରୁ ଦେବୀପ୍ରସାଦମିଶ୍ର,ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ,ଆଠଗଡରୁ ରଣେନ୍ଦ୍ରପ୍ରତାପ ସ୍ୱାଇ,କଟକଚୌଦାରରୁ ସୌଭିକବିଶ୍ୱାଳ,ନିଆଳିରୁ ପ୍ରମୋଦମଲ୍ଲିକ,କଟକସଦରରୁ ଚନ୍ଦ୍ରସାରଥୀ ବେହେରା,ପାଟକୁରାରୁ ଅରବିନ୍ଦ ମହାପାତ୍ର,ଆଳିରୁ ପ୍ରତାପଦେବ,ରାଜନଗରରୁ ଧ୍ରୁବସାହୁ,ମହାକାଳପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ,ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା,ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ, ଜଟଣୀରୁ ବିଭୂତି ବଳବନ୍ତରାୟ ,ରଣପୁରରୁ ସତ୍ୟନାରାୟଣ ପ୍ରଧାନ,ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ନୟାଗଡରୁ ଅରୁଣ ସାହୁ,ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ,ପୋଲସରାରୁ ଶ୍ରୀକାନ୍ତ ସାହୁ,କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ,ଛତ୍ରପୁରରୁ ସୁବାଷ ଚନ୍ଦ୍ର ବେହେରା, ସୋରଡାରୁ ସଂଘମିତ୍ରା ସ୍ୱାଇଁ।ହିଞ୍ଜିଳିରୁ ନବୀନ ପଟ୍ଟନାୟକ,ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା,ଦିଗପହଣ୍ଡିରୁ ବିପ୍ଲବ ପାତ୍ର,ଚିକିଟିରୁ ଚିନ୍ମୟ ନନ୍ଦ ଶ୍ରୀରୂପଦେବ,କୋଟପାଡରୁ ଚନ୍ଦ୍ରଶେଖର ମାଝୀ,କୋରାପୁଟରୁ ରଘୁରାମ ପୋଡାଲ, ମାଲକାନ ଗିରିରୁ ମାନସ ମାକାମ୍ବୀ,କାଶୀପୁରରୁ ବଦ୍ରିନାରାୟଣ ପାତ୍ର,ପାଟଣାରୁ ଜଗନ୍ନାଥ ନାୟକଙ୍କ ନାମ ଘୋଷଣା ହୋଇଛି।

Leave A Reply

Your email address will not be published.