ବିଜେପିର ୭ ଜଣିଆ ପରିଚଳନା କମିଟି ଘୋଷଣା

0 293

ଭୁବନେଶ୍ୱର, ୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପିର ୭ ଜଣିଆ କମିଟି ଘୋଷଣା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ନିର୍ବାଚନ ପରିଚାଳନା କମିଟିରେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ସଦସ୍ୟ ରହିଥିବାର ଜଣାପଡିଛି ।

 

Leave A Reply

Your email address will not be published.