ବଦଳିବ ଭୁବନେଶ୍ବର-ପଲାସାର ସମୟ

0 349

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଫେବ୍ରୁଆରି ୧ରୁ ବଦଳିବ ଭୁବନେଶ୍ବର-ପଲାସା ଏକ୍ସପ୍ରେସ୍‌ର ସମୟ । ସଂଧ୍ୟା ୬ଟା ୧୦ ପରିବର୍ତ୍ତେ ୬ଟା ୩୫ରେ ଭୁବନେଶ୍ବର ଛାଡ଼ିବ ଟ୍ରେନ୍‌। ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୫ରେ ପଲାସାରେ ପହଞ୍ଚିବ ଟ୍ରେନ୍‌। ବିଭିନ୍ନ ଷ୍ଟେସନରେ ଏହି ଟ୍ରେନ୍ ଚଳାଚଳର ସମୟ ମଧ୍ୟ ବଦଳିବ। ପଲାସା-ଭୁବନେଶ୍ବର ଟ୍ରେନ୍‌ର ଚଳାଚଳ ସମୟ ଅପରିବର୍ତ୍ତିତ ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.