ବୋଲେରୋ ସହ ୮୦୦ ଲିଟର ଦେଶୀ ମଦ ଜବତ

0 287

ଭଦ୍ରକ ,୪/୭(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଓ ଭାମ୍ୟମାଣ ସ୍କ୍ୱାଡ଼ର ମିଳିତ ଉଦ୍ୟମରେ ପେଟ୍ରୋଲିଂ ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ଏକ ବୋଲେରୋ ଗାଡିରୁ ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି । ଓଆର୦୧ଏଲ-୯୯୧୮ ନଂବୋଲେରୋ ଗାଡିକୁ ଜବତ ମଧ୍ୟ କରିଛନ୍ତି ।ଏହି ବୋଲେରୋକୁ ରୋକିବାପରେ ଦେଶୀମଦ ଚାଲଣ ହେଉଥିବାର ଜଣାପଡିଥିଲା ।କୈାଶଳକ୍ରମେ ବୋଲେରୋରେ ଥିବା ଦୁଇଜଣ ଫେରାର ହୋଇଯାଇଥିବାବେଳେ ରାକେଶ କୁମାର ମେଦିନରାୟକୁ ଗିରଫକରିଛନ୍ତି ।

Leave A Reply

Your email address will not be published.