ବେଆଇନ ବାଣ ଗୋଦାମରେ ଚଢଉ

0 216

ଡେଲାଙ୍ଗ,୩/୧୧(ଏସ ଏସ ନିୟୁଜ)ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଗୋଡି ପୁଟମାଟିଆପଡା ପଂଚାୟତର ମାନପୁର ଗ୍ରାମରେ ଥିବା ଏକ କଲ୍ୟାଣ ମଣ୍ଡପ ଉପରେ ପୁଲିସ ଅଚାନକ ଚଢଉ କରି ଗଛିତ ରଖାଯାଇଥିବା ବିପୁଳ ପରିମାଣ ବାଣ ଜବତ କରିଛି।ଏହାସହ ଜଣଙ୍କୁ ଗିରଫ କରିଛି । ଦିପାବଳି ପାଇଁ ବିକ୍ରି ଉଦ୍ଦେଶ୍ୟରେ ଗଛିତ ରହିଥିଲା ବାଣ।ତେବେ ୨ଟି ମିନିଟ୍ରକ ଭର୍ତ୍ତି ବାଣ ସାମଗ୍ରୀକୁ ପୁଲିସ ଜବତ କରିଥିବାବେଳେ ଆନୁମାନିକ ମୂଲ୍ୟ ୬ଲକ୍ଷ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.