ବିଟେକ୍ ଛାତ୍ରଙ୍କଠାରୁ ୨.୫ଲକ୍ଷ ଠକେଇ

ଭୁବନେଶ୍ୱର,୧୮/୭(ଏସଏସନିଉଜ) ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ୨.୫ ଲକ୍ଷ ଠକେଇର ଅଭିଯୋଗ ହୋଇଛି । ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ ହୋଇଛି । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା ।ଏହାପରେ ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ପ୍ରବର୍ତ୍ତାଇଥିଲେ । ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା କହିଥିଲେ ।

- Advertisement -

Leave A Reply

Your email address will not be published.