ବୁଡ଼ିଲା ONGCର ଜାହାଜ

0 470

ଭୁବନେଶ୍ୱର, ୧୮/୫(ଏସଏସନିୟୁଜ) ତାଉତେ ପ୍ରଭାବରେ ମୁମ୍ବାଇ ହାଇରେ ବୁଡ଼ିଲା ONGCର ଜାହାଜ P305 । ଜାହାଜରେ ଥିଲେ ୨୭୩ ଜଣଯାତ୍ରୀ । ଏପର୍ଯ୍ୟନ୍ତସୁଦ୍ଧା ୧୪୬ ଜଣ ଉଦ୍ଧାର ହୋଇଛନ୍ତି ।ଏବେ ବି ଜାହାଜରେ ଥିବା ଅନ୍ୟ ୧୨୭ ଜଣ ନିଖୋଜ ରହିଥିବାବେଳେ ତଲାସି ଜାରିରହିଥିବାର ଜଣାପଡିଛି । ଅଶାନ୍ତ ସମୁଦ୍ର ଓ ପବନର ବେଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟିହେଉଥିବାବେଳେ ନୌବାହିନୀର ଜାହାଜ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

Leave A Reply

Your email address will not be published.